ଅଶ୍ୱତ୍ଥ Aṡwattha
- ସଂ. ବି. (ଅ+ଶ୍ୱଃ=କାଲି+ସ୍ଥା ଧାତୁ=ରହିବା+ଅ; ଯେ କାଲି ବା ଅଳ୍ପସମୟ ରହିବାର ଗଛ ନୁହେଁ, ଅର୍ଥାତ୍ ବହୁଦିନ ରହେ; କିମ୍ବା ଅଶ୍ୱ=ଘୋଡ଼ା+ସ୍ଥା ଧାତୁ+ଅ; ଯାହାର ପତ୍ର ଘୋଡ଼ା କାନ ଭଳି ସର୍ବଦା ହଲଚଲ ହେଉଥାଏ; କିମ୍ବା ଅଶ୍ୱତ୍ଥା=ଜଳ; ଏହା ମୂଳରେ ଲୋକେ ଜଳ ସେଚନ କରନ୍ତି ବୋଲି) — ଓସ୍ତଗଛ — The pipal tree; the Holy fig tree
- ସଂ. ବି. (ଅ+ଶ୍ୱଃ=କାଲି+ସ୍ଥା ଧାତୁ=ରହିବା+ଅ; ଯେ କାଲି ବା ଅଳ୍ପସମୟ ରହିବାର ଗଛ ନୁହେଁ, ଅର୍ଥାତ୍ ବହୁଦିନ ରହେ; କିମ୍ବା ଅଶ୍ୱ=ଘୋଡ଼ା+ସ୍ଥା ଧାତୁ+ଅ; ଯାହାର ପତ୍ର ଘୋଡ଼ା କାନ ଭଳି ସର୍ବଦା ହଲଚଲ ହେଉଥାଏ; କିମ୍ବା ଅଶ୍ୱତ୍ଥା=ଜଳ; ଏହା ମୂଳରେ ଲୋକେ ଜଳ ସେଚନ କରନ୍ତି ବୋଲି) — ସୂର୍ଯ୍ୟ — The sun
- ସଂ. ବି. (ଅ+ଶ୍ୱଃ=କାଲି+ସ୍ଥା ଧାତୁ=ରହିବା+ଅ; ଯେ କାଲି ବା ଅଳ୍ପସମୟ ରହିବାର ଗଛ ନୁହେଁ, ଅର୍ଥାତ୍ ବହୁଦିନ ରହେ; କିମ୍ବା ଅଶ୍ୱ=ଘୋଡ଼ା+ସ୍ଥା ଧାତୁ+ଅ; ଯାହାର ପତ୍ର ଘୋଡ଼ା କାନ ଭଳି ସର୍ବଦା ହଲଚଲ ହେଉଥାଏ; କିମ୍ବା ଅଶ୍ୱତ୍ଥା=ଜଳ; ଏହା ମୂଳରେ ଲୋକେ ଜଳ ସେଚନ କରନ୍ତି ବୋଲି) — ଜଳ — Water
- ସଂ. ବି. (ଅ+ଶ୍ୱଃ=କାଲି+ସ୍ଥା ଧାତୁ=ରହିବା+ଅ; ଯେ କାଲି ବା ଅଳ୍ପସମୟ ରହିବାର ଗଛ ନୁହେଁ, ଅର୍ଥାତ୍ ବହୁଦିନ ରହେ; କିମ୍ବା ଅଶ୍ୱ=ଘୋଡ଼ା+ସ୍ଥା ଧାତୁ+ଅ; ଯାହାର ପତ୍ର ଘୋଡ଼ା କାନ ଭଳି ସର୍ବଦା ହଲଚଲ ହେଉଥାଏ; କିମ୍ବା ଅଶ୍ୱତ୍ଥା=ଜଳ; ଏହା ମୂଳରେ ଲୋକେ ଜଳ ସେଚନ କରନ୍ତି ବୋଲି) — ପୂର୍ଣ୍ଣିମା ତିଥି — The fullmoon day