ଅଶ୍ୱଜାତୀୟ ପୁରୁଷ Aṡwajātiya purusha

  • ସଂ. ବି. — ହିନ୍ଦୁଶାସ୍ତ୍ରରେ ଚାରି ଜାତୀୟ ପୁରୁଷ ମଧ୍ୟରୁ ଏକ ଜାତୀୟ — The 1st of the 4 classes of males described in Hindu-sāstra
  • ସଂ. ବି. — [ଦ୍ର—ଏହି ଜାତୀୟ ପୁରୁଷମାନଙ୍କର ଶରୀର କାଷ୍ଠ ପରି ଦୃଢ଼; ଏମାନେ ଧୃଷ୍ଟ, ମିଥ୍ୟାଚାର, ନିର୍ଭୟ ଓ ଦରିଦ୍ର ହୁଅନ୍ତି। ଏମାନଙ୍କ ମେଢ୍ର ଅର୍ଥାତ୍ ଳିଙ୍ଗର ଦୈର୍ଘ୍ୟ 12 ଆଙ୍ଗୁଳ, ଏମାନେ ହସ୍ତିନୀ ଜାତୀୟା ରମଣୀଙ୍କର ଉପଯୋଗୀ ପୁରୁଷ ଅଟନ୍ତି।] — [ଦ୍ର—ଏହି ଜାତୀୟ ପୁରୁଷମାନଙ୍କର ଶରୀର କାଷ୍ଠ ପରି ଦୃଢ଼; ଏମାନେ ଧୃଷ୍ଟ, ମିଥ୍ୟାଚାର, ନିର୍ଭୟ ଓ ଦରିଦ୍ର ହୁଅନ୍ତି ଏମାନଙ୍କ ମେଢ୍ର ଅର୍ଥାତ୍ ଳିଙ୍ଗର ଦୈର୍ଘ୍ୟ12ଆଙ୍ଗୁଳ, ଏମାନେ ହସ୍ତିନୀ ଜାତୀୟା ରମଣୀଙ୍କର ଉପଯୋଗୀ ପୁରୁଷ ଅଟନ୍ତି]