ଅଶ୍ୱପତି Aṡwapati

  • ଦେ. ବି. (ନାମ) — କେକୟ ଦେଶର ଜନୈକ ପ୍ରଧାନ କ୍ଷତ୍ରିୟ ରାଜା (ଏ ବଡ଼ ପଣ୍ଡିତ ଥିଲେ; ଏ କୈକେୟୀଙ୍କ ପିତା) — Name of a Kshatriya king of the country of Kekaya
  • ଦେ. ବି. (ନାମ) — ମଦ୍ରରାଜ; ସାବିତ୍ରୀଙ୍କ ପିତା — Name of the father of Sābitrī