ଅଶ୍ୱତ୍ଥାମା Aṡwatthāmā
- ସଂ. ବି. (ନାମ) (ଅଶ୍ୱ+ସ୍ଥା ଧାତୁ+ମନ୍; 1 ମା. 1 ବ. ଯେ ଜନ୍ମ ହେବା ମାତ୍ରେ ଉଚ୍ଚୈଃଶ୍ରବା ଘୋଡ଼ା ପରି ଶବ୍ଦ କରିଥିଲେ) — ଦ୍ରୋଣାଚାର୍ଯ୍ୟ ଓ କୃପୀଙ୍କ ପୁତ୍ର — The son of Droṇa, who was a great warrior
- ସଂ. ବି. (ନାମ) (ଅଶ୍ୱ+ସ୍ଥା ଧାତୁ+ମନ୍; 1 ମା. 1 ବ. ଯେ ଜନ୍ମ ହେବା ମାତ୍ରେ ଉଚ୍ଚୈଃଶ୍ରବା ଘୋଡ଼ା ପରି ଶବ୍ଦ କରିଥିଲେ) — ମହାଭାରତ ଯୁଦ୍ଧରେ ହତ ଗୋଟିଏ ହାତୀର ନାମ — Name of an elephant killed in the Kurukshetra war
- ସଂ. ବି. (ନାମ) (ଅଶ୍ୱ+ସ୍ଥା ଧାତୁ+ମନ୍; 1 ମା. 1 ବ. ଯେ ଜନ୍ମ ହେବା ମାତ୍ରେ ଉଚ୍ଚୈଃଶ୍ରବା ଘୋଡ଼ା ପରି ଶବ୍ଦ କରିଥିଲେ) — (ନରେ ବା ଗୁଞ୍ଜରେ ବା ଅଶ୍ୱତ୍ଥାମା ହତ—ତଳେ ନୋଟ୍ ଦେଖ)
- ସଂ. ବି. (ନାମ) (ଅଶ୍ୱ+ସ୍ଥା ଧାତୁ+ମନ୍; 1 ମା. 1 ବ. ଯେ ଜନ୍ମ ହେବା ମାତ୍ରେ ଉଚ୍ଚୈଃଶ୍ରବା ଘୋଡ଼ା ପରି ଶବ୍ଦ କରିଥିଲେ) — ସାବର୍ଣ୍ଣି ମନୁଙ୍କ ପୁତ୍ର — Name of the son of Sābarṇṇi Manu