ଅଶାସିତ Aṡāsita

  • ସଂ. ବିଣ. (ଅ+ଶାସିତ) — ଅଦମିତ — Uncontrolled
  • ସଂ. ବିଣ. (ଅ+ଶାସିତ) — ଯାହାକୁ ଶାସନ କରା ଯାଉ ନ ଥାଏ — Not governed
  • ସଂ. ବିଣ. (ଅ+ଶାସିତ) — ଯାହାକୁ ନିୟମାଧୀନ କରି ରଖା ଯାଏ ନାହିଁ — Undisciplined