ଅଶାସ୍ତ୍ର Aṡāstra

  • ସଂ. ବି. (ଅ+ଶାସ୍ତ୍ର) — ବେଦାଦି ବିରୁଦ୍ଧ ଶାସ୍ତ୍ର — Books which are against the sacred Scriptures
  • ସଂ. ବି. (ଅ+ଶାସ୍ତ୍ର) — ଅବିଧି — Want of rules or precepts
  • ସଂ. ବି. (ଅ+ଶାସ୍ତ୍ର) — ଲୋକାଚାର ବିରୁଦ୍ଧ ଶାସ୍ତ୍ର — A book which does not conform to the established usage
  • ଦେ. ବିଣ. (ସଂ. ଅଶାସ୍ତ୍ରୀୟ) — ଅଶାସ୍ତ୍ରୀୟ (ଦେଖ) — Aṡāstrīya (See)
  • ଦେ. ବିଣ. (ସଂ. ଅଶାସ୍ତ୍ରୀୟ) — ଲୋକାଚାର ବିରୁଦ୍ଧ — Not conforming to established usage