ଅଶାନ୍ତି Aṡānti
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ମାନସିକ ଉଦ୍ବେଗ — Anxiety
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଅସ୍ଥିରତା — Restlessness
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଶାନ୍ତିହୀନତା — Want of peace; want of tranquility
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଅତୃପ୍ତି — Insatiety
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଅନିବୃତ୍ତି — Non-cessation
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଗୋଳମାଳ; ଗଣ୍ଡଗୋଳ — Disturbance; turbulence
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ରୋଗ ଆଦି ଉପଶମ ନ ହେବା — Non-alleviation
- ସଂ. ବି. (ଅ+ଶାନ୍ତି=ତୃପ୍ତି) — କଷ୍ଟ — Pain; trouble
- ସଂ. ବି. (ଅ+ଶାନ୍ତି=ତୃପ୍ତି) — ଅସନ୍ତୋଷ — Discontent
- ଗ୍ରା. ବିଣ. — ଅସନ୍ତୁଷ୍ଟ — Unpropitiated; discontented
- ଗ୍ରା. ବିଣ. — ଅପରିତୃପ୍ତ — Unappeased