ଅଶାସ୍ତ୍ରୀୟ Aṡāstrīya

  • ଦେ. ବିଣ. (ଅ+ଶାସ୍ତ୍ରୀୟ) — ଆଇନ୍ବିରୁଦ୍ଧ — Not conforming to the ṡāstras or sacred books; not according to ṡāstric rules; illegal
  • ଦେ. ବିଣ. (ଅ+ଶାସ୍ତ୍ରୀୟ) — ଶାସ୍ତ୍ରବିରୁଦ୍ଧ — Unscriptural
  • ଦେ. ବିଣ. (ଅ+ଶାସ୍ତ୍ରୀୟ) — ଯାହା ଶାସ୍ତ୍ର ବିହିତ ନୁହେଁ — Not prescribed by the ṡāstras