ଅଲେଖ୍ୟ Alekhya

  • ସଂ. ବିଣ. (ଅ+ଲେଖ୍ୟ) — ଯାହା ଲେଖାର ଯୋଗ୍ୟ ନୁହେଁ — Not worth mention
  • ସଂ. ବିଣ. (ଅ+ଲେଖ୍ୟ) — ଅଗଣିତ — Countless
  • ସଂ. ବିଣ. (ଅ+ଲେଖ୍ୟ) — ଅଲେଖ୍ୟରେ ଷଠି ସହସ୍ର ବର୍ଷ ଆଗେ। ସାରଳା ମହାଭାରତ।