ଅଲୋକସାମାନ୍ୟ Alokasāmānya

  • ସଂ. ବିଣ (ଅ+ଲୋକସାମାନ୍ୟ) — ଅଲୌକିକ; ଅସାଧାରଣ — Extraordinary; uncommon
  • ସଂ. ବିଣ (ଅ+ଲୋକସାମାନ୍ୟ) — ବିଶିଷ୍ଟ — Special; peculiar
  • ସଂ. ବିଣ (ଅ+ଲୋକସାମାନ୍ୟ) — ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଯାଉ ନ ଥିବା