ଅଲେଖା Alekhā

  • ଦେ. ବିଣ (ସଂ. ଅଲିଖିତ) — ଲେଖା ହୋଇ ନ ଥିବା (ବିଷୟ)
  • ଦେ. ବିଣ (ସଂ. ଅଲିଖିତ) — ଯେଉଁ କାଗଜ ଆଦି ଉପରେ ଲେଖା ହୋଇ ନାହିଁ; ସାଦା (କାଗଜ) — Blank
  • ଦେ. ବିଣ (ସଂ. ଅଲିଖିତ) — ଅକଥନୀୟ — Unspeakable
  • ଦେ. ବିଣ (ସଂ. ଅଲିଖିତ) — ସ୍ନାନ କରି ପାଣ୍ଡବେ ଋଷି ସଙ୍ଗେ ଦେଖା ହୋଇକରି ଲଭିଲେ ସୁଖକୁ ଅଲେଖା—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ (ସଂ. ଅଲିଖିତ) — ଯାହା ଉଲ୍ଲେଖଯୋଗ୍ୟ ନୁହେଁ
  • ଦେ. ବିଣ (ସଂ. ଅଲିଖିତ) — ତୁଚ୍ଛ; ହେୟ — Despicable; mean
  • ଦେ. ବିଣ (ସଂ. ଅଲିଖିତ) — ଅଗଣିତ; ବହୁ — Countless
  • ଦେ. ବିଣ (ସଂ. ଅଲିଖିତ) — (ଅନାଦରାର୍ଥକ) ଅଲେଖର ଡାକ ନାମ — A name for calling Alekha in contempt