ଅଲେଖାରେ Alekhāre

  • ଦେ. କ୍ରି. ବିଣ. — ବହୁ ପରିମାଣରେ; ବହୁ ସଂଖ୍ୟାରେ
  • ଦେ. କ୍ରି. ବିଣ. — ଗଜ ଗୋଟିକରେ ଯେ ସହସ୍ରେ ଲେଖାରେ, ଗାଈ ଥିଲେ ମେଷ ତ ଦେଲେ ଅଲେଖାରେ। କୃଷ୍ଣସିଂହ, ମହାଭାରତ।