ଅଲେଖଧର୍ମ Alekhadharma

  • ଦେ. ବି — ମହିମାଧର୍ମ; ଓଡ଼ିଶାରେ ପ୍ରଚଳିତ ନିରାକାର ବା ଶୂନ୍ୟଭଜନାକାରୀ ହିନ୍ଦୁ ସମ୍ପ୍ରଦାୟବିଶେଷ। — A sect of Hindus worshiping the Formless God