ଅର୍ହତ୍ Arhat

  • ସଂ. ବି. (ଅର୍ହ୍ ଧାତୁ=ପୂଜା କରିବା+କର୍ତ୍ତୃ. ଅତ୍ ସଂ. ଶତ୍ରୁ) — ବୁଦ୍ଧଦେବ — The Buddha
  • ସଂ. ବି. (ଅର୍ହ୍ ଧାତୁ=ପୂଜା କରିବା+କର୍ତ୍ତୃ. ଅତ୍ ସଂ. ଶତ୍ରୁ) — ଜୈନସନ୍ନ୍ୟାସୀ — A Ja̲i̱na anchorite
  • ସଂ. ବିଣ. ପୁଂ. — ବୌଦ୍ଧ ଓ ଜୈନ ମତାବଲମ୍ବୀ — Professing the Buddhistic or Ja̲i̱na faith
  • ସଂ. ବିଣ. ପୁଂ. — ପୂଜାର୍ହ — Respectable; adorable
  • ସଂ. ବିଣ. ପୁଂ. — ପ୍ରଶଂସାର୍ହ — Praiseworthy
  • ସଂ. ବିଣ. ପୁଂ. — ଯୋଗ୍ୟ; ପ୍ରଶସ୍ତ — Fit