ଅର୍ହ Arha
- ସଂ. ବିଣ. ପୁଂ. (ଅର୍ହ୍ ଧାତୁ=ଯୋଗ୍ୟ ହେବା+କର୍ତ୍ତୃ. ଅ) — ଯୋଗ୍ୟ — Fit; worthy; deserving
- ସଂ. ବିଣ. ପୁଂ. (ଅର୍ହ୍ ଧାତୁ=ଯୋଗ୍ୟ ହେବା+କର୍ତ୍ତୃ. ଅ) — (ଅର୍ହ୍ ଧାତୁ=ପୂଜା କରିବା+କର୍ମ. ଅ)— ପୂଜ୍ୟ — Venerable; adorable
- ସଂ. ବି — ଇନ୍ଦ୍ର — Indra
- ସଂ. ବି — ପରମେଶ୍ୱର — God