ଅର୍ଶୋଘ୍ନ Arṡoghna

  • ସଂ. ବି. (ଅର୍ଶସ୍+ହନ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ) — ଓଲୁଅ — Wild arum
  • ସଂ. ବି. (ଅର୍ଶସ୍+ହନ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ) — ଭାଲିଆ — Marking nut
  • ସଂ. ବିଣ — ଅର୍ଶରୋଗନାଶକ — Curing piles