ଅର୍ଷ୍ଟି Arshṭi

  • ଦେ. ବି — ବୀଜ; ଟାକୁଆ — Hard seed; stone of certain fruits
  • ଦେ. ବି — ପ୍ରକାଶ ସ୍ଥିତି ଅନ୍ତସୃଷ୍ଟି, ତରୁ ପଲ୍ଲବ ଯେହ୍ନେ ଅର୍ଷ୍ଟି। ଜଗନ୍ନାଥ. ଭାଗବତ।