ଅର୍ବୁଦ Arbuda

  • ସଂ. ବି. (ଅର୍ବ୍ ଧାତୁ=ହିଂସା କରିବା+ଉଦ) — ଦଶ କୋଟି ସଂଖ୍ୟା — One hundred million
  • ସଂ. ବି. (ଅର୍ବ୍ ଧାତୁ=ହିଂସା କରିବା+ଉଦ) — ଆବୁ — Tumour; wen
  • ସଂ. ବି. (ଅର୍ବ୍ ଧାତୁ=ହିଂସା କରିବା+ଉଦ) — ମଧ୍ୟପ୍ରଦେଶର ପର୍ବତବିଶେଷ; ଆବୁ — The Aravali hills; the mount Abu