ଅର୍ଭ Arbha

  • ସଂ. ବି. (ଋ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଭ) — ଶିଶୁ — Child
  • ସଂ. ବି. (ଋ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଭ) — ଶିଷ୍ୟ — Disciple
  • ସଂ. ବି. (ଋ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଭ) — ଛାତ୍ର — Student
  • ସଂ. ବି. (ଋ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଭ) — ଶିଶିର — Dew
  • ସଂ. ବି. (ଋ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଭ) — ଶାକ ଶସ୍ୟାଦି ଓଷଧି — Medicinal herbs; herbs and corn
  • ସଂ. ବିଣ — ପ୍ରଭାହୀନ; ମଳିନ — Dimmed; Iustreless