ଅର୍ବ୍ୱାକ୍ Arbbāk
- ସଂ. ଅ. (ଅବର=ପୂର୍ବକାଳ+ଅନଚ୍ ଧାତୁ=ଯିବା+ କର୍ତ୍ତୃ. କ୍ୱିପ୍=ଅର୍ବ୍ୱାଚ୍. 1 ମା. 1 ବ.) — ପଶ୍ଚାତ୍ (କାଳ) — Previous (time)
- ସଂ. ଅ. (ଅବର=ପୂର୍ବକାଳ+ଅନଚ୍ ଧାତୁ=ଯିବା+ କର୍ତ୍ତୃ. କ୍ୱିପ୍=ଅର୍ବ୍ୱାଚ୍. 1 ମା. 1 ବ.) — ମଧ୍ୟ (କାଳ) — Middle (time)
- ସଂ. ଅ. (ଅବର=ପୂର୍ବକାଳ+ଅନଚ୍ ଧାତୁ=ଯିବା+ କର୍ତ୍ତୃ. କ୍ୱିପ୍=ଅର୍ବ୍ୱାଚ୍. 1 ମା. 1 ବ.) — ପୂର୍ବ; ଆଦିମ (କାଳ) — Ancient (time)