ଅର୍ବ Arbā

  • ଦେ. ବି. (ସଂ. ଅର୍ବନ୍) — ଘୋଟକ — Horse
  • ଦେ. ବି. (ସଂ. ଅର୍ବନ୍) — ବିଭ୍ରମେ ଖର୍ବ ଖର୍ବ ଅର୍ବ ବଇରି ଗର୍ବ୍ୱ—ଖର୍ବରେ ପରକଟି ସେ। ଭଞ୍ଜ—ବୈଦେହୀଶବିଳାସ।