ଅର୍ପିତ Arpita

  • ସଂ. ବିଣ. (ଋ. ଧାତୁ ଣିଚ୍=ଅର୍ପି ଧାତୁ+କର୍ମ. ତ) — ନ୍ୟସ୍ତ — Entrusted
  • ସଂ. ବିଣ. (ଋ. ଧାତୁ ଣିଚ୍=ଅର୍ପି ଧାତୁ+କର୍ମ. ତ) — ପ୍ରଦତ୍ତ — Given; delivered
  • ସଂ. ବିଣ. (ଋ. ଧାତୁ ଣିଚ୍=ଅର୍ପି ଧାତୁ+କର୍ମ. ତ) — ଗଚ୍ଛିତ — Placed with; kept with