ଅର୍ପଣ Arpaṇa
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ପ୍ରାପଣ — Procuring
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ପ୍ରଦାନ — Bestowing;
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ସ୍ଥାପନ — Placing
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ନ୍ୟାସ; ନ୍ୟସ୍ତକରଣ — Committing to charge; entrusting
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ଯାଚିବା — Offering
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ଅନ୍ୟକୁ ଦେବା; ଅନ୍ୟର ହାତରେ ଦେବା — Handing over; delivery
- ସଂ. ବି. (ଋ ଧାତୁ ଣିଚ୍=ଅର୍ପି ଧାତୁ+ଭାବ. ଅନ) — ଆଗରେ ଥୋଇବା — Placing before