ଅର୍ନ୍ତଜ୍ୱଳନ Antarjwaḻana

  • ସଂ. ବି. (ଅନ୍ତର=ମଧ୍ୟରେ+ଜ୍ୱଳନ) — (ବିଜ୍ଞାନପରିଭାଷା) ଅଭ୍ୟନ୍ତରୀଣ ଦାହକ୍ରିୟା — Internal combustion
  • ସଂ. ବି. (ଅନ୍ତର=ମଧ୍ୟରେ+ଜ୍ୱଳନ) — ଦେହ ଭିତରେ ପୋଡ଼ା ଜଳା — Burning sensation under the system; inward inflammation