ଅର୍ଦ୍ଧ Arddha
- ସଂ. ବି (ଋଧ ଧାତୁ=ବୃଦ୍ଧିପାଇବା+କରଣ. ଅ; ଯାହାଦ୍ୱାରା ସମୁଦାୟ ବସ୍ତୁ ବୃଦ୍ଧି ପାଏ) — ଅଂଶ; ଏକଦେଶ — Part
- ସଂ. ବି (ଋଧ ଧାତୁ=ବୃଦ୍ଧିପାଇବା+କରଣ. ଅ; ଯାହାଦ୍ୱାରା ସମୁଦାୟ ବସ୍ତୁ ବୃଦ୍ଧି ପାଏ) — କୈଣସି ବସ୍ତୁର ଦୁଇ ସମାନ ଅଂଶ ମଧ୍ୟରୁ ଏକତର; ଅଧେ — Half portion
- ସଂ. ବି (ଋଧ ଧାତୁ=ବୃଦ୍ଧିପାଇବା+କରଣ. ଅ; ଯାହାଦ୍ୱାରା ସମୁଦାୟ ବସ୍ତୁ ବୃଦ୍ଧି ପାଏ) — ସମାନ ଅଂଶ — Equal part
- ସଂ. ବିଣ — ଦ୍ୱିଭାଗୀକୃତ — Divided into two
- ସଂ. ବିଣ — (ଅମୁକର) ଅଧେ ପରିମିତ — Half of