ଅର୍ଦ୍ଧଚନ୍ଦ୍ରକ Ardhachandraka

  • ସଂ. ବି. (ଅର୍ଦ୍ଧଚନ୍ଦ୍ର+ସ୍ୱାର୍ଥେ. କ) — ଅର୍ଦ୍ଧଚନ୍ଦ୍ରାକୃତି ବାଣାଗ୍ର — The semilunar point of an arrow
  • ସଂ. ବି. (ଅର୍ଦ୍ଧଚନ୍ଦ୍ର+ସ୍ୱାର୍ଥେ. କ) — ଅର୍ଦ୍ଧଚନ୍ଦ୍ରାକୃତି କରତଳ — The hand bent in the shape of a claw or crescent