ଅର୍ଦ୍ଧଚନ୍ଦ୍ର Arddhachandra
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଚନ୍ଦ୍ରର ଫାଳେ — Half of the moon
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧଚନ୍ଦ୍ର ଠାରୁ ଛୋଟ ଅଂଶ; ଚନ୍ଦ୍ରର ଚିରୁଡ଼ା — Crescent
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧ ଚନ୍ଦ୍ରାକୃତି ଶର — An arrow with a crescent-shaped head
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧଚନ୍ଦ୍ରାକୃତି ଅସ୍ତ୍ର — A crescent-shaped weapon
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅନ୍ୟର ଗଳାରେ ଧକ୍କା ଦେବାପାଇଁ ଅର୍ଦ୍ଧଚନ୍ଦ୍ରାକୃତି ପ୍ରସାରିତ କରତଳ — The hand bent in shape of a claw or crescent (as for the purpose of seizing or pushing anybody by the neck.)
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧଚନ୍ଦ୍ରାକୃତି କରତଳଦ୍ୱାରା ଗଳାଧକ୍କା — Pushing a man by the neck
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ମୟୂରଚନ୍ଦ୍ରିକା — Circular marks on a peacock's tail
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧଚନ୍ଦ୍ରାକୃତି ନଖକ୍ଷତ — The semicircular scratch of a finger-nail
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧଚନ୍ଦ୍ରାକୃତି ଗଜର ଆଭରଣବିଶେଷ — A half-moon shaped trapping for an elephant
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ସ୍ତ୍ରୀମାନଙ୍କ ଲଲାଟରେ ଅଙ୍କିତ ଅର୍ଦ୍ଧଚନ୍ଦ୍ରାକୃତି ତିଳକ ବା ଚିତା — Crescent-shaped figure painted on the brow of females
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅର୍ଦ୍ଧରୌପ୍ୟ ମୁଦ୍ରା — An eight-anna bit
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ଅର୍ଦ୍ଧ; ପୂର୍ବନିପାତ) — ଅଷ୍ଟମୀଚନ୍ଦ୍ର — The semicircular crescent on the 8th day of the moon