ଅର୍ଦ୍ଧଅରା Arddhaarā

  • ପ୍ରାଦେ. (ଗଡ଼ଜାତ) ବି.—(ସଂ. ଅର୍ଦ୍ଧ+ସଂ. ଆରାତ୍) ଅଧବାଟ — Half the way
  • ପ୍ରାଦେ. (ଗଡ଼ଜାତ) ବି.—(ସଂ. ଅର୍ଦ୍ଧ+ସଂ. ଆରାତ୍) ତେଣେ ତେଲଙ୍ଗା ବଳଙ୍କ ସଙ୍ଗରେ ଚଇତନଦାସ ଫୁଟି ଲଟାରେ। ଅର୍ଦ୍ଧଅରାରେ ହେଲେନି ବାହାର, ଏହିକାଳେ ସେ ହୋଇଲା ଗୋଚର। ବ୍ରଜନାଥ—ସମରତରଙ୍ଗ।