ଅରିଷ୍ଟ Arishṭa
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଅମଙ୍ଗଳ; ମନ୍ଦ, ଅଶୁଭ — Weal; woe; evil
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଦୁର୍ଭାଗ୍ୟ — Misfortune; ill luck
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — କ୍ଳେଶ; ଦୁଃଖ — Trouble; sorrow
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ବିପତ୍ତି; ଆପଦ — Calamity; danger
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଅପଶକୁନ — Bad omen
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ମୃତ୍ୟୁର ପୂର୍ବଲକ୍ଷଣ — Symptoms of impending death
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଜ୍ୟୋତିଷ ଗଣନା ମତରେ ଦୁଷ୍ଟଗ୍ରହମାନଙ୍କର ମରଣ ବିଧାୟକ ଯୋଗ — Astrological combination of planets portending death
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଅନ୍ତୁଡ଼ିଶାଳ; ସୂତିକାଗାର — The lying in room;
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଶୁଣିଥିବୁ ନୂତନା ଗରସ୍ତନା ପୂତନା ଲଭିଲା ଅରିଷ୍ଟରେ ସୁଖ ଯେଡେ। କବିସୂର୍ଯ୍ୟ. ସଙ୍ଗୀତ।
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଅନ୍ତଃପୁର; ଅବରୋଧ — Zenana; the female compartments of a Rājā's premises
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ଘୋଳଦହି; ତକ୍ର — Churned curd; whey
- ସଂ. ବି. (ଅ+ରିଷ୍ଟ=ମଙ୍ଗଳ) — ରସୁଣ — Garlic