ଅରିନ୍ଦମ Arindama

  • ସଂ. ବିଣ. ପୁଂ.—(ଅଲୁକ୍ ସମାସ; ଅରିଂ=ଅରିକୁ+ଦମ ଧାତୁ =ଦମନ କରିବା+କର୍ତ୍ତୃ. ଅ) — ଶତ୍ରୁ ଦମନକାରୀ — Vanquisher of one's foes
  • ସଂ. ବିଣ. ପୁଂ.—(ଅଲୁକ୍ ସମାସ; ଅରିଂ=ଅରିକୁ+ଦମ ଧାତୁ =ଦମନ କରିବା+କର୍ତ୍ତୃ. ଅ) — ଶତ୍ରୁଜୟୀ — Subduing the enemy
  • ସଂ. ବିଣ. ପୁଂ.—(ଅଲୁକ୍ ସମାସ; ଅରିଂ=ଅରିକୁ+ଦମ ଧାତୁ =ଦମନ କରିବା+କର୍ତ୍ତୃ. ଅ) — ବିଜେତା — Conqueror