ଅରିଷ୍ଟା Arishṫṫā

  • ସଂ. ବି. ସ୍ତ୍ରୀ (ନାମ) — ଦକ୍ଷକନ୍ୟା ଓ କଶ୍ୟପଙ୍କ ଚତୁର୍ଥା ସ୍ତ୍ରୀ ଓ ଗନ୍ଧର୍ବମାନଙ୍କର ମାତା — Name of the mother of the gandharbas
  • ସଂ. ବି. ସ୍ତ୍ରୀ (ନାମ) — କଟୁକୀ (ଦେଖ) — Kaṭukī (See)