ଅରିଷ୍ଟସୂଦନ Arishṭasūdana

  • ସଂ. ବି. (ବହୁବ୍ରୀହି; ଅରିଷ୍ଟ+ସୂଦନ; ଅରିଷ୍ଟ ନାମକ ଅସୁରର ବିନାଶକ) — ବିଷ୍ଣୁ — An epithet of Bishṇu
  • ସଂ. ବି. (ବହୁବ୍ରୀହି; ଅରିଷ୍ଟ+ସୂଦନ; ଅରିଷ୍ଟ ନାମକ ଅସୁରର ବିନାଶକ) — ଶ୍ରୀକୃଷ୍ଣ — Ṣrīkṙushṅa