ଅରତ୍ନି Aratni

  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — କହୁଣୀଠାରୁ କନିଷ୍ଠା ଅଙ୍ଗୁଳିଅଗ୍ରପରିମିତ ହାତ ମାପ — A cubit measured from the elbow to the tip of the little finger
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — [ଦ୍ର—ପୂର୍ବେ ଏହି ମାପ ଦ୍ୱାରା ଯଜ୍ଞବେଦୀମାନଙ୍କର ମାପ ହେଉଥିଲା]
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — 21 ଅଙ୍ଗୁଳି ପରିମାଣ — 1ଅଙ୍ଗୁଳି ପରିମାଣ— . A lineal measure of 1 digits
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — କହୁଣୀ — Elbow
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — ବାହୁ; ହାତ — Arm; hand
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — ଅରତ୍ନିରେ ଅରତ୍ନି ଜାନୁରେ ଜାନୁକୁ ମୁଣ୍ଡରେ ମୁଣ୍ଡ ଉରଦେଶରେ ଉରକୁ। କୃଷ୍ଣସିଂହ ମହାଭାରତ।
  • ସଂ.ବି (ଅ+ଋ ଧାତୁ+କର୍ତ୍ତୃ. ଅତ୍ନି) — ମୁଠାବନ୍ଧା ହାତ — Clenched hand