ଅରନଳି Aranaḻi

  • ପ୍ରାଦେ (ବାଲେଶ୍ୱର) ବି. (ସଂ. ନଳ) — ନଳଗଛ — A kind of reed
  • ପ୍ରାଦେ (ବାଲେଶ୍ୱର) ବି. (ସଂ. ନଳ) — [ଦ୍ର— ଏହାର ନଳ ବା ଛଡରେ କାଠିକଲମ ହୁଏ।]