ଅରଦଳି Aradaḻi
- ବୈଦେ. ବି (ଇଂ. ଅଡର୍ଲୀ) — ଆଦେଶବାହୀ ଚପରାସୀ — An orderly peon
- ବୈଦେ. ବି (ଇଂ. ଅଡର୍ଲୀ) — କେ ଜାଣି ବସିବ ତୋତେ ପାଦେ ଦଳି ତୋହରି ଉପରେ ତୋର ଅରଦଳି। ରାଧାନାଥ. ଦରବାର।
- ଦେ. ବି (ସଂ. ଅର୍ଦ୍ଦନ=ପୀଡନ) — କଠୋର ବ୍ୟବହାର — Rude treatment
- ଦେ. ବି (ସଂ. ଅର୍ଦ୍ଦନ=ପୀଡନ) — କଠେର ବ୍ୟବହାରଜନିତ ବାଧା — Mortification due to rude treatment
- ଦେ. ବି (ସଂ. ଅର୍ଦ୍ଦନ=ପୀଡନ) — ଆର୍ଦ୍ଦୋଳି; ଅଳି — Importunity
- ଦେ. ବି (ସଂ. ଅର୍ଦ୍ଦନ=ପୀଡନ) — ଅତ୍ୟାଚାର; ଉତ୍ପୀଡନ — Oppression