ଅରଥ Aratha
- ଗ୍ରା. ପଦ୍ୟ. ବି (ସଂ. ଅର୍ଥ) — ଅର୍ଥ; ଧନ — Riches; wealth
- ଗ୍ରା. ପଦ୍ୟ. ବି (ସଂ. ଅର୍ଥ) — ଅରଥର ପୁରୁଷ ଅଟେ ସିନା ଦାସ ଅରଥ ତ ନୋହେ ଯେ ପୁରୁଷର ଦାସ। କୃଷ୍ଣସିଂହ. ମହାଭାରତ, ଭୀଷ୍ମ।
- ଗ୍ରା. ପଦ୍ୟ. ବି (ସଂ. ଅର୍ଥ) — ମାନେ; ତାତ୍ପର୍ଯ୍ୟ — Meaning; purport
- ଗ୍ରା. ପଦ୍ୟ. ବି (ସଂ. ଅର୍ଥ) — ନିର୍ଣ୍ଣୟ କରିଣ କହ ଏଥର ଅରଥ। ପ୍ରାଚୀ—ବ୍ରହ୍ମନିରୁପଣଗୀତ।