ଅରଜିବା Arajibā
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — ଅର୍ଜନ କରିବା — To earn
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — ଲାଭ କରିବା; ପାଇବା — To get
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — କି କରି ଅରଜିବି, କି କରି ବରଜିବି, ସେ ଶ୍ୟାମସୁନ୍ଦର ପ୍ରୀତିକି ଗୋ। କବିସୂର୍ଯ୍ୟ ସଙ୍ଗୀତ।
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — ସ୍ଥାପନ କରିବା — To establish
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — ପାଣ୍ଡବଙ୍କ ସଙ୍ଗେ ପୀରତି ଅରଜ—କୃଷ୍ଣସିଂହ ମହାଭାରତ ବନ।
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — ନିନ୍ଦା, ଅପକୀର୍ତ୍ତିଆଦିରେ ଭାଗୀ ହେବା — To be the object of blame or discredit
- ଗ୍ରା. ପଦ୍ୟ. କ୍ରି. (ସଂ. ଅର୍ଜ ଧାତୁ) — (ଯଥା—ଏ କାମ କରି ପଛକୁ ଗୁଡ଼ିଏ ନିନ୍ଦା ଅରଜିବୁ।)