ଅରଟ Araṭa

  • ଦେ. ବି. (ସଂ. ଅରଘଟ୍ଟ —Beams)— ଚରଖା; କପାରୁ ସୂତା କାଟିବା ପାଇଁ ବ୍ୟବହୃତ ଚକଯୁକ୍ତ ଯନ୍ତ୍ର — Spinning wheel
  • ଦେ. ବି. (ସଂ. ଅରଘଟ୍ଟ —Beams)— ଅରଟ ଗୁଇଁଗାଇଁ ଲୋ ବୁଢ଼ୀ! ତୋ ସୂତା ନଟେଇ କାହିଁ?— ଅରଟଗୀତ।