ଅରଜସ୍କା Arajaskā
- ସଂ. ବିଣ. ସ୍ତ୍ରୀ. (ଅରଜସ୍କ+ସ୍ତ୍ରୀ. ଆ) — ଅରଜସ୍କର ସ୍ତ୍ରୀଲିଙ୍ଗ — Feminine of Arajaska
- ସଂ. ବିଣ. ସ୍ତ୍ରୀ. (ଅରଜସ୍କ+ସ୍ତ୍ରୀ. ଆ) — ଯେଉଁ ବାଳିକାର ପ୍ରଥମ ରଜୋଦର୍ଶନ ହୋଇ ନାହିଁ — (a girl) Whose menses have not yet appeared
- ସଂ. ବିଣ. ସ୍ତ୍ରୀ. (ଅରଜସ୍କ+ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀର ଜମାରୁ ରଜୋଦର୍ଶନ ଘଟିନାହିଁ; ଅପୁଷ୍ପୀ — (a women) Who has never had her menses