ଅରଟା Araṭā
- ଦେ. ବି. — ଘଟ ବହି ନାଚିବା ନର୍ତ୍ତକ (ବା ଘଣ୍ଟପାଟୁଆ) ମାନେ ନାଚିଲାବେଳେ ଧାରଣ କରିବା କାଠଯନ୍ତ୍ରବିଶେଷ — A wooden contrivance carried by dancers dancing on high wooden stilts
- ଦେ. ବି. — ବହିଛନ୍ତି ସେ ଦୀର୍ଘ ଶଳାକା ଆଦି ଢୋଲ ଘଟ ନାଟ ଅରଟା ରଣପା ଯେ ମଞ୍ଜଳ। ଭଞ୍ଜ, ଲାବଣ୍ୟବତୀ।