ଅଯାଚିତ Aj̄āchita
- ସଂ. ବିଣ. (ଅ+ଯାଚିତ) — ଅପ୍ରାର୍ଥୀତ; ଯାହା ପ୍ରାର୍ଥୀତ ହୋଇ ନ ଥାଏ
- ସଂ. ବିଣ. (ଅ+ଯାଚିତ) — ଯାହା ମଗାଯାଉ ନ ଥାଏ
- ସଂ. ବିଣ. (ଅ+ଯାଚିତ) — ଯେଉଁ ବ୍ୟକ୍ତିକୁ କେହି କିଛି ପ୍ରାର୍ଥନା କରୁ ନ ଥାଏ
- ସଂ. ବି — ଅପ୍ରାର୍ଥିତ ଭକ୍ଷ୍ୟ ଦ୍ରବ୍ୟ — Unsolicited food
- ସଂ. ବି — ମୁନିବିଶେଷ — Name of a sage