ଅଯଶ Aj̄aṡa
- ଦେ. ବି. (ସଂ. ଅଯଶଃ) — ଅଯଶଃ; ଅକୀର୍ତ୍ତି; ବଦନାମ
- ଦେ. ବି. (ସଂ. ଅଯଶଃ) — ରହୁ ନାଁ ଅଯଶ ଆଉ ରସାରେ ରସାରୁହରୁ ଲତାକୁ ଖସାରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ର ଗୀତ।
- ଦେ. ବି. (ସଂ. ଅଯଶଃ) — ନିନ୍ଦା
- ଦେ. ବି. (ସଂ. ଅଯଶଃ) — ବଡ ଭୃତ୍ୟବତ୍ସଳ, ଅଯଶେ ନାହିଁ ଛଳ, ଅନ୍ତର୍ଗତ ଜାଣିଲ— ଭଞ୍ଜ. ବୈଦେହୀଶବିଳାସ।
- ଦେ. ବିଣ — ଅଯଶସ୍କର
- ଦେ. ବିଣ — ଲୋକନିନ୍ଦିତ