ଅଯାଚ୍ୟ Aj̄āchya

  • ସଂ. ବିଣ. ପୁଂ — ସନ୍ତୁଷ୍ଟ; ତୃପ୍ତ (ହିନ୍ଦି. ଶବ୍ଦସାଗର)
  • ସଂ. ବିଣ. ପୁଂ — ପୂର୍ଣ କାମ — One who has his wishes fulfilled
  • ସଂ. ବିଣ. ପୁଂ — ଯାହାକୁ କୌଣସି ପଦାର୍ଥ ମାଗିବାକୁ ଆବଶ୍ୟକ ହୁଏ ନାହିଁ; ଅର୍ଥାତ ଯେ ମାଗିବା ପୂର୍ବରୁ ଦେଇ ପକାଏ