ଅଯାଚୀ Aj̄āchī
- ସଂ. ବିଣ. ପୁଂ. (ଅ+ଯାତ ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ) — ଅଯାଚକ; ନ ମାଗିବାବାଲା
- ସଂ. ବିଣ. ପୁଂ. (ଅ+ଯାତ ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ) — ପ୍ରାର୍ଥନା ନ କରି ଯାହାର କାମନା ପୂର୍ଣ ହୋଇ ଥାଏ
- ସଂ. ବିଣ. ପୁଂ. (ଅ+ଯାତ ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ) — (ଯାହାକୁ ଅନ୍ୟ ବ୍ୟକ୍ତି ଠାରେ ମାଗନ୍ତା ହେବାକୁ ପଡେ ନାହିଁ) ସମୃଦ୍ଧ; ଧନୀ — Rich; above want