ଅମୋକ୍ଷ Amoksha

  • ସଂ. ବି. (ନଞ ତତ୍; ଅ+ମୋକ୍ଷ) — ମୁକ୍ତିର ଅଭାବ — Want of freedom or salvation
  • ସଂ. ବି. (ନଞ ତତ୍; ଅ+ମୋକ୍ଷ) — ପୁନର୍ଜନ୍ମରୁ ଅମୁକ୍ତି — Non-liberation from mundane existence
  • ସଂ. ବି. (ନଞ ତତ୍; ଅ+ମୋକ୍ଷ) — ବନ୍ଧନରୁ ମୁକ୍ତ ନ ହେବା ଅବସ୍ଥା — The state of not being released from bondage
  • ସଂ. ବି. (ନଞ ତତ୍; ଅ+ମୋକ୍ଷ) — ବନ୍ଧନ — Confinement
  • ସଂ. ବି. (ନଞ ତତ୍; ଅ+ମୋକ୍ଷ) — ସଂସାରବନ୍ଧନରୁ ଅମୁକ୍ତି — Non-liberation from worldly bonds
  • ସଂ. ବିଣ. (ବହୁବ୍ରୀହି) — ଅମୁକ୍ତ — Not freed; not liberated
  • ସଂ. ବିଣ. (ବହୁବ୍ରୀହି) — ମୁକ୍ତି ବା ମୋକ୍ଷରହିତ — Devoid of salvation
  • ସଂ. ବିଣ. (ବହୁବ୍ରୀହି) — ବିଚାରିଲା ତାଡକେୟ; ଏ ମାଇଲେ ହୋଇବି ଅମୋକ୍ଷ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବିଣ. (ବହୁବ୍ରୀହି) — ବନ୍ଧନରୁ ଅମୁକ୍ତ — Not freed from bondage