ଅମୋଛ Amochha

  • ଗ୍ରା. ପ୍ରାଚୀନ ପଦ୍ୟ. ବିଣ (ସଂ. ଅମୋକ୍ଷ) — ଅମୋକ୍ଷ (ଦେଖ) — Amoksha (See)
  • ଗ୍ରା. ପ୍ରାଚୀନ ପଦ୍ୟ. ବିଣ (ସଂ. ଅମୋକ୍ଷ) — ହରିଲୁ ଯେ ମୋର ବତ୍ସ ହୁଅ ଅମୋଛ ଯେ। ପ୍ରାଚୀ—ଶଶିଶେଣା।