ଅମେଳକ Ameḻaka
- ଦେ. ବିଣ. (ସଂ. ଅ+ମିଳନ) — ପରସ୍ପର ବିରେଧୀ — Contradictory; discordant
- ଦେ. ବି — ଜ୍ୟୋତିଷଶାସ୍ତ୍ର ଅନୁସାରେ ବରପାତ୍ର ଓ କନ୍ୟା- ପାତ୍ରର କୋଷ୍ଠୀଗତ ମିଳନର ଅଭାବ — State of the horoscopes of the bride and the bridegroom elect not tallying with each each other