ଅମେୟ Ameya

  • ସଂ. ବିଣ. (ଅ=ନୁହେ+ମେୟ=ପରିମାଣଯୋଗ୍ୟ) — ଅମାପ; ଅପରିମେୟ — Immmeasurable; unfathomable
  • ସଂ. ବିଣ. (ଅ=ନୁହେ+ମେୟ=ପରିମାଣଯୋଗ୍ୟ) — ଅସୀମ — Boundless
  • ସଂ. ବିଣ. (ଅ=ନୁହେ+ମେୟ=ପରିମାଣଯୋଗ୍ୟ) — ବହୁ — Immense