ଅମରାବତୀ Amarābatī

  • ସଂ. ବି. (ଅମର+ଅଛି ଅର୍ଥରେ; ବତ୍+ ସ୍ତ୍ରୀ. ଈ) — ସ୍ୱର୍ଗର ରାଜଧାନୀ; ଇନ୍ଦ୍ରପୁରୀ; ବୈଜୟନ୍ତପୁରୀ — The place of Indra; the place of the gods in heaven