ଅମରିଷ Amarisha

  • ଗ୍ରା. ପ୍ରାଚୀନ ପଦ୍ୟ. ବି. (ସଂ. ଅମର୍ଷ) — କ୍ରୋଧ — Anger
  • ଗ୍ରା. ପ୍ରାଚୀନ ପଦ୍ୟ. ବି. (ସଂ. ଅମର୍ଷ) — ଅଧୈର୍ଯ୍ୟ — Impatience
  • ଗ୍ରା. ପ୍ରାଚୀନ ପଦ୍ୟ. ବି. (ସଂ. ଅମର୍ଷ) — ପରଶ୍ରୀକାତରତା — Envy
  • ଗ୍ରା. ପ୍ରାଚୀନ ପଦ୍ୟ. ବି. (ସଂ. ଅମର୍ଷ) — ଅଦୌତି; ଈର୍ଷା — Malice; spite
  • ଗ୍ରା. ବିଣ. — କ୍ରୁଦ୍ଧ — Angry
  • ଗ୍ରା. ବିଣ. — ଏବେ ଶୁଣିବା ନରେ ଅପୂର୍ବ ରସ. ଏକଦିନେ ରାମ ବସି ଅମରିଷ। ପ୍ରାଚୀ; ନଳଚରିତ।
  • ଗ୍ରା. ବିଣ. — ଅସହିଷ୍ଣୁ; ଅଧୀର — Impatient
  • ଗ୍ରା. ବିଣ. — ବିଷ୍ଣୁ କଥନେ ଅମରିଷ; ଯାହାର ମନ ନୁହେ ବଶ। ପ୍ରାଚୀ—ନିର୍ଗୁଣମାହାତ୍ମ୍ୟ।
  • ଗ୍ରା. ବିଣ. — ପରଶ୍ରୀକାତର — Envious
  • ଗ୍ରା. ବିଣ. — ପାଣ୍ଡବେ ଦୁର୍ଯ୍ୟୋଧନ ବହୁତ ଅମରିଷ। ସାରଳାମହାଭାରତ।
  • ଗ୍ରା. ବିଣ. — ଈର୍ଷାପର — Spiteful; malicious
  • ଗ୍ରା. ବିଣ. — ଅସହ୍ୟ — Unbearable